ରାମଲୀଳା ନାଟକରେ ରାମ-ସୀତାଙ୍କ ଆଧୁନିକ ଡ୍ୟାନ୍ସ, ତୋର ସବୁ ନଜର ଲାଗେ ପ୍ରେମ ନଜର...

Published By : Prameya-News7 Bureau | June 27, 2022 IST

ଖଲ୍ଲିକୋଟ ୨୭।୦୬ : ଆଧୁନିକ ଗୀତରେ ନାଚୁଛନ୍ତି ରାମ, ସୀତା । ଏମିତି ଏକ ଭିଡି଼ଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଏକ ଗାଁରେ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା। ରାମଚନ୍ଦ୍ର ଓ ମାତା ସୀତାଙ୍କ ରୂପରେ ଅଭିନୟ ଦେଖିବାକୁ ମିଳିଥିଲା। ତେବେ ଏମାନେ ଶେଷରେ ଏଭଳି ଆଧୁନିକ ଗୀତରେ ନାଚିବାକୁ ଦେଖିବାକୁ ମିଳିଛି । ଆଧୁନିକ ଯୁଗର ମଣିଷ କିଭଳି ତଳକୁ ତଳ ଖସୁଛି, ସଂସ୍କୃତିର ଅପବ୍ୟବହାର କରୁଛି ତାହା ଏହି ଭିଡ଼ିଓ ମାଧ୍ୟ୍ୟମରେ ଦୃଶ୍ୟ ମାନ ହେଉଛି । ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.