vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଘରୋଇ ହସ୍ପିଟାଲ ଡାକ୍ତର ଙ୍କୁ ମାଡ଼ ଅଭିଯୋଗ

31/05/2018 at 10:06 AM

ଘରୋଇ ହସ୍ପିଟାଲ ରୁ ବୋଲେରୋ ଯୋଗେ ଅନୁଗୋଳ ଅଭିମୁଖେ ଯାଉଥିଲେ ! ଅନଗୁଳ କାଲଟାକ୍ସ ଛକ ପାଖରେ ଅନ୍ୟପଟରୁ ଆସୁଥିବା ବାଇକ ଦୁଇଜଣ ଯୁବକ ଙ୍କ ଗାଡ଼ିରେ ଅଳ୍ପ କେ ଧକ୍କା ଦେଇଥିଲା ଏଥିରେ ରାଗିଯାଇ ଦୁଇ ଯୁବକ ଗାଡ଼ିରେ ଥିବା ଡାକ୍ତର ଦିବ୍ୟଜ୍ୟୋତି ମହାନ୍ତି ଓ ଷ୍ଟାଫ ନର୍ସ ଙ୍କୁ ଦୁର୍ବେବହାର କରିବା ସହିତ ଡ୍ରାଇଭର କୁ ମାଡ଼ ମାରି ଦୁଇ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ! ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ଅନଗୁଳ ପୋଲିସ ଡାକ୍ତର , ନର୍ସ ଓ ଡ୍ରାଇଭର ଙ୍କୁ ଉଦ୍ଧାର କରି ଛି ! ଏ ନେଇ ଲିଖିତ ଅଭିଯୋଗ ମଧ୍ୟ ହୋଇଛି ! ସଂପୂକ୍ତ ଦୁଇଜଣ ଯୁବକ ଙ୍କ ମଧ୍ୟରୁ ଜଣକୁ ଅଟକ ରଖି ପୋଲିସ ପଚାରା ଉଚରା କରୁଛି !ସୂଚନା ଥାଉକି ସଂପୃକ୍ତ ଯୁବକ ଜଣକ ଜଣେ ପୋଲିସ ଅଧିକାରୀ ଙ୍କ ପୁଅ ବୋଲି ବିଶେଷ ସୂତ୍ର ରୁ ଜଣା ପଡ଼ିଛି !

Leave a Reply

   Related Posts