ପ୍ରାର୍ଥୀପତ୍ର ନାକଚକୁ ନେଇ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
6/10/2018 at 8:57 PM

ବଲାଂଗିରି;୦୬/୧୦- ସେପଟେ ପ୍ରାର୍ଥୀପତ୍ର ନାକଚକୁ ନେଇ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । କଲେଜ ଅଧ୍ୟକ୍ଷଙ୍କୁ ଘେରାଉ କରିବା ସହ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ଲିକ ହେ।ଇଥିବା ସହ ଉଦେଶ୍ୟମୂଳକ ଭାବେ ପ୍ରାର୍ଥିପତ୍ର ନାକଚ କରାଯାଇଥିବା ଅଭିଯେ।ଗ କରିଛନ୍ତି ଛାତ୍ରଛାତ୍ରୀ । ଉପସ୍ଥାପନ, ମାର୍କ ସବୁ କିଛି ଠିକ୍ ଥାଇ ବି କେମିତି ପ୍ରାର୍ଥୀ ପତ୍ର ନାକଚ କରାଗଲା ବେ।ଲି ପ୍ରଶ୍ନ କରିଛନ୍ତି ପ୍ରାର୍ଥୀ । ଏଥି ସହ ସ୍କୁଟିନ ପରେ କୌଣସି ଘେ।ଷଣା ହେ।ଇନଥିବା ବେଳେ ନେ।ଟିସ ବେ।ର୍ଡ ରେ ପ୍ରାର୍ଥୀ ପତ୍ର ଲଗାଯାଇନଥିଲା । ତେଣୁ ତାଲିକା ପତ୍ର କେମିତି ଲିକ୍ ହେଲା ବେ।ଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଯେପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଅନିୟମିତତାର ତଦନ୍ତ ହେ।ଇନି, ସେପର୍ଯ୍ୟନ୍ତ କଲେଜରେ ତାଲା ପକାଇବା ସହ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।