ମାଲକାନଗିରିରେ ଅଭିନବ ପ୍ରତିବାଦ : ଖରାପ ରାସ୍ତା କାମକୁ ବିରୋଧ କରି ରାସ୍ତାରେ ଧାନ ରୋଇଲେ ତାଳଗୁଡା ଗ୍ରାମବାସୀ
8/07/2019 at 11:02 AM

ମାଲକାନଗିରି ୮/୭: ମାଲକାନଗିରିରେ ଅଭିନବ ପ୍ରତିବାଦ । ଖରାପ ରାସ୍ତା କାମକୁ ବିରୋଧ କରି ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ତାଳଗୁଡା ଗ୍ରାମବାସୀ । ରାସ୍ତା ଖରାପ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନି । ଶେଷରେ ବାଧ୍ୟ ହୋଇ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।
