ହତ୍ୟା ଘଟଣାରେ ଜଣେ ଗିରଫ, ଅନ୍ୟ ଦୋଷୀଙ୍କୁ ଧରିବା ଦାବିରେ କର୍ଲାପଡ଼ା ଥାନା ଘେରାଉ କଲେ ଲୋକେ
19/05/2022 at 8:09 PM

କଳାହାଣ୍ଡି,୧୯।୦୫: ଦୋଷୀଙ୍କୁ ଗିରଫ କରାଯିବା ଦାବିରେ କର୍ଲାପଡ଼ା ଥାନା ଘେରାଉ । ଗତ ୧୫ ତାରିଖରେ କର୍ଲାପଡ଼ା ପଣ୍ଡିଗାଁରେ ଏକ ହତ୍ୟା ହେଇଥିଲା । ଉକ୍ତ ହତ୍ୟା ଘଟଣାରେ ଦୋଷୀ ମାରାଦେବ ଟକରିଆଙ୍କୁ ଗିରଫ କରାଯାଇଛି । କିନ୍ତୁ ତାଙ୍କ ଭାଇମାନେ ବି ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଏବଂ ତାଙ୍କୁ ଗିରଫ କରାନଯିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ କର୍ଲାପଡ଼ା ଫାଣ୍ଡି ଘେରାଉ କରିଛନ୍ତି ।
Related Posts
ବନ୍ୟା ବିତ୍ପାତ, କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି
16 August 2022
ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରାପଡ଼ିଲେ ମୁଖ୍ୟ କିରାଣୀ
16 August 2022