Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

ହତ୍ୟା ଘଟଣାରେ ଜଣେ ଗିରଫ, ଅନ୍ୟ ଦୋଷୀଙ୍କୁ ଧରିବା ଦାବିରେ କର୍ଲାପଡ଼ା ଥାନା ଘେରାଉ କଲେ ଲୋକେ

19/05/2022 at 8:09 PM

କଳାହାଣ୍ଡି,୧୯।୦୫: ଦୋଷୀଙ୍କୁ ଗିରଫ କରାଯିବା ଦାବିରେ କର୍ଲାପଡ଼ା ଥାନା ଘେରାଉ । ଗତ ୧୫ ତାରିଖରେ କର୍ଲାପଡ଼ା ପଣ୍ଡିଗାଁରେ ଏକ ହତ୍ୟା ହେଇଥିଲା । ଉକ୍ତ ହତ୍ୟା ଘଟଣାରେ ଦୋଷୀ ମାରାଦେବ ଟକରିଆଙ୍କୁ ଗିରଫ କରାଯାଇଛି । କିନ୍ତୁ ତାଙ୍କ ଭାଇମାନେ ବି ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଏବଂ ତାଙ୍କୁ ଗିରଫ କରାନଯିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ କର୍ଲାପଡ଼ା ଫାଣ୍ଡି ଘେରାଉ କରିଛନ୍ତି ।

   Related Posts