oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଭୋଟର ଲିଷ୍ଟରେ ନାହିଁ ଗ୍ରାମବାସୀଙ୍କ ନାଁ, ପ୍ରାୟ ଶହେ ଲୋକ ମତଦାନରୁ ବଞ୍ଚିତ

22/02/2022 at 11:59 AM

ଜି.ଉଦୟଗିରି ୨୨।୨: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ପାବୁରିଆ ପଂଚାୟତର ମୁଣ୍ଡାନାଜୁ ଗ୍ରାମର କୌଣସି ଲୋକଙ୍କ ଭୋଟର ଲିଷ୍ଟରେ ନାଁ ନାହିଁ । ପ୍ରାୟ ଶହେ ଲୋକଙ୍କର ନାଁ ନଥିବାରୁ ଲୋକମାନେ ଭୋଟ୍ ଦେବାରୁ ବଂଚିତ ଅଛନ୍ତି । ଏଣୁ ସମସ୍ତ ଲୋକ ଭୋଟ୍ କେନ୍ଦ୍ର ଆଗରେ ବିକ୍ଷୋଭ କରିଛନ୍ତି ।

ସକାଳୁ ଲୋକମାନେ ଭୋଟ୍ କେନ୍ଦ୍ର ଆଗରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ଟିକାବାଲି ବିଡ଼ିଓ ପହଞ୍ଚି ଥିଲେ । କିନ୍ତୁ ଉତକ୍ଷିପ୍ତ ଲୋକମାନେ ତାଙ୍କୁ ଘେରି ଯାଇଥିଲେ । ଦୀର୍ଘ ବର୍ଷ ହେବ ଲୋକମାନେ ଭୋଟ୍ ଦେଉଥିଲେ, କିନ୍ତୁ କାହିଁକି ଓ କିଭଳି ଭୋଟ୍ ତାଲିକାରୁ ତାଙ୍କ ନାମ କଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

   Related Posts