oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ବିସହ ଜୀବନ କାଟୁଛନ୍ତି ଗ୍ରାମବାସୀ, ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ସେବା ପାଲଟିଛି ସାତ ସପନ

22/11/2021 at 8:30 AM

ଦାରିଙ୍ଗବାଡି ୨୨/୧୧: ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ସରକାର ଲୋକେ କିପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି । ହେଲେ ଆଜି ବି ଏମିତି ଗ୍ରାମ ରହିଛି ଯେଉଁଠି କି ସରକାରଙ୍କ ଯୋଜନା  ପହଁଚିବା ପରିବର୍ତେ ଅଧା ବାଟରୁ ବାଟ ହୁଡୁଛି ।

ଅନୁସୂଚିତ ଜାତି ଜନ ଜାତିର ଲୋକଙ୍କ ଏବେବି ଭରସା ସେଇ ଡିବିରି ଆଲୁଅ, ଝରଣା ଚୁଆ ପାଣି, ଛଣ ଛପର ମାଟିଘର, ଆଉ ବାହାରେ ମଳତ୍ୟାଗ କରିବା । ଏଭଳି ଏମିତି ଏକ ଗ୍ରାମ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତ ଏକନମ୍ବର ୱ।ଡ଼ର  ଟେଟେ ପାଦେର ଗ୍ରାମ । ଗ୍ରାମରେ ୨୫ଗୋଟି ପରିବାର ରହୁଥିବା ଅନୁସୂଚିତ ଜାତି ଜନଜାତିର ଲୋକ ଏପରି ଅସୁବିଧା ଭୋଗ କରୁଛନ୍ତି ।

ଯେମିତି ଗ୍ରାମକୁ ଦେଖିଲେ ଲାଗୁଛି ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏପଟେ ନିଜେ ପ୍ରତିନିଧି ବାଛି ଥିବା ସରପଞ୍ଚ ଏବଂ ସମିତିସଭ୍ୟ କୌଣସି ଦୃଷ୍ଟି ଦେଉନଥିବାରୁ ସମଷ୍ୟା ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

   Related Posts