ଢେଙ୍କାନାଳ ୩୦|୫: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ । ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଧଳପୁର ଛକରେ ଜାତୀୟ ରାଜପଥ ୫୫ ଅବରୋଧ କରିଛନ୍ତି ଲୋକେ । ଜାତୀୟ ରାଜପଥ ସଂପ୍ରସାରଣରେ କ୍ଷତିଗ୍ରସ୍ତଙ୍କୁ ନ୍ୟାର୍ଯ୍ୟ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଢେଙ୍କାନାଳରୁ ଅନୁଗୋଳ ମଧ୍ୟରେ ଯାତାୟତ ଠପ୍ ହୋଇଛି ।
{"id":117454}ପାଞ୍ଚ ପିଢିର ୭୦ ସଦସ୍ୟ, ପାରମ୍ପାରିକ ପୋଷାକ ପିନ୍ଧି...