ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଚୋରି କରିବାକୁ ଆସି ନିର୍ଧୁମ ଛେଚା ଖାଇଲେ ଯୁବକ

31/12/2019 at 12:50 PM

ପଦ୍ମପୁର ୩୧।୧୨: ଚୋରି କରୁଥିବା ବେଳେ ଧରା ପଡି ନିସ୍ତୁକ ଛେଚା ଖାଇଲେ ଯୁବକ । ଯୁବକଙ୍କୁ ମାଡ ମାରିବାର ଭିଡିଓ ଏବେ ପଦ୍ମପୁର ଅଞ୍ଚଳରେ ଭାଇରାଲ୍ ହେବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଗୌରଜୁରୀ ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଯୁବକ ଜଣଙ୍କ ଲୋକଙ୍କ ଘରେ ଚୋରି କରୁଥିଲା । ଗୌରଜୁରୀ ଗ୍ରାମରେ ଏକ ଦୋକାନରେ ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ କବଜାରେ ଆସିଥିଲେ ଏବଂ ଗ୍ରାମବାସୀଙ୍କ ଦ୍ବାରା ନିର୍ଧୁମ ଛେଚା ଖାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯୁବକ ଜଣଙ୍କ ଆଖପାଖ ଗ୍ରାମ ଖଳାବାହାଲ, ରାଦମୁଡ଼ାରେ ମଧ୍ୟ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା । ଯୁବକ ଜଣକ ନିଶାଦ୍ରବ୍ୟ ସେବନ କରିବା ନିମନ୍ତେ ଏପରି ଚୋରି କରୁଥିବା ଭିଡିଓରେ କହିଛନ୍ତି । ଭିଡିଓରେ ଯୁବକ ଜଣକ ବାରମ୍ବାର କ୍ଷମାପ୍ରାର୍ଥନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ଏବଂ ପୋଲିସକୁ ନଡାକିବା ପାଇଁ ମଧ୍ୟ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

   Related Posts