oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଅବକାରୀ ଫ୍ଲାଇଂ ସ୍କ୍ବାଡ୍ କର୍ମଚାରୀଙ୍କୁ ଆକ୍ରମଣ କରି ଗଞ୍ଜେଇ ମାଫିଆଙ୍କୁ ଛଡାଇ ନେଲେ ଗାଁ ଲୋକ

10/04/2019 at 4:53 PM

ଜଳେଶ୍ବର ୧୦|୪ : ଅବକାରୀ ଫ୍ଲାଇଂ ସ୍କ୍ବାଡ୍ କୁ ଆକ୍ରମଣ ।  କର୍ମଚାରୀଙ୍କୁ ଆକ୍ରମଣ କରି ଗଞ୍ଜେଇ ମାଫିଆଙ୍କୁ ଛଡାଇ ନେଲେ ଗାଁ ଲୋକ । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରୁପ୍ସା ଥାନା ଆଗ୍ରିଆ ଗାଁରେ ।  ଆଜି ସକାଳୁ ଅଗ୍ରିଆ ଗାଁରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ମଣ୍ଟୁ ପ୍ରଧାନଙ୍କ ଘରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲା । ମାତ୍ର ଜବତ ଗଞ୍ଜେଇ ଏବଂ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜୋର ଜବରଦସ୍ତ ଗ୍ରାମବାସୀ ଛଡାଇ ନେଇଛନ୍ତି । ଏହି ସମୟରେ ଲୋକେ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ।

   Related Posts