ଆନନ୍ଦପୁରରେ ବଜ୍ରପାତରେ ଜଣେ ମହିଳା ଗୁରୁତର

Published By : Prameya-News7 Bureau | May 23, 2018 IST

ଆନନ୍ଦପୁର ସୋସ ଥାନା ଅନ୍ତର୍ଗତ ଝଣଝଣା ଗାଁରେ ଅଘଟଣ । ବଜ୍ରପାତରେ ୨ ବଖରା ଘର ଜଳି ଯାଇଛି । ବଜ୍ରପାତରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରା।ଯାଇଛି । ଗୁରୁତର ମହିଳା ହେଲେ ପୂର୍ଣ୍ଣିମା ବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.