ଆରପାରିରେ ଅଭିନେତା ବିକ୍ରମ ଗୋଖଲ, ୭୫ ବର୍ଷ ବୟସରେ ନିଧନ
26/11/2022 at 3:04 PM

ମୁମ୍ୱାଇ୨୬।୧୧: ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ । ୫ ନଭେମ୍ଵରରେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
Maharashtra | Veteran Actor Vikram Gokhale passes away in Pune.
— ANI (@ANI) November 26, 2022
(File Pic) pic.twitter.com/bnLFbRyYnm
ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା। ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଶେଷରେ ୭୫ ବର୍ଷରେ ଅଲବିଦା କହିଛନ୍ତି। ଆଜି ସନ୍ଧ୍ୟା ୪ଟାରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରାଯିବ। ବିକ୍ରମଙ୍କ ମୃତ୍ୟୁ ଖବର ଶୁଣି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅନେକ କଳାକାରାମାନେ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।
Related Posts
ବେବି ବମ୍ପ ଲୁଚାଉଛନ୍ତି କ୍ୟାଟ୍ରିନା ! କ୍ୟାମେରାରେ କଏଦ ହେଲା ଦୃଶ୍ୟ
31 January 2023
ପଠାନ୍ ବକ୍ସ ଅଫିସ୍ କଲେକ୍ସନରେ ବ୍ରେକ୍, ସୋମବାର ଅଧାରୁ ଅଧେ କମିଲା ଆୟ
31 January 2023