ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଝରୀଗାଁ ଲ୍ୟାମ୍ପ ଏମଡି
27/09/2018 at 1:29 PM

ନବରଙ୍ଗପୁର ୨୭ /୯ : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଝରୀଗାଁ ଲ୍ୟାମ୍ପ ଏମଡି ମନସାଇ ପନକା | ଝରୀଗାଁ ଅଫିସ ନୂଆଗଉଡର ଦୁଇଟି ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ | ରାୟଗଡା, ଜୟପୁର ଏବଂ ନବରଙ୍ଗପୁରର ୪ଟି ଭିଜିଲାନ୍ସ ଟିମ ଚଢ଼ାଉ କରିଛନ୍ତି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ରେଡ ଚହଲିଛି |
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023