ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, RWSS ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
7/01/2023 at 9:13 AM

କାମାକ୍ଷାନଗର ୦୭/୦୧: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RWSS ଅଧିକ୍ଷଣ ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ରେଡ଼ । ଭୁବନେଶ୍ୱର RWSS ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିହଡୋଳ ସ୍ଥିତ ବାସଭବନ, ପଙ୍ଗାତିରା ସ୍ଥିତ ଶ୍ୱଶୁର ଘର ଏବଂ ଭୁବନେଶ୍ୱର, ଢେଙ୍କାନାଳ ,ଅନୁଗୁଳ ସମେତ ୮ଟି ସ୍ଥାନରେ ଚଢ଼ାଉ ଜାରି । ଏହି ରେଡ଼ରେ ୮ଟି ଟିମ୍ ସାମିଲ୍ ଥିବା ସୂଚନା । ପରଜଙ୍ଗର ସ୍ଥିତ ଡିହଡୋଳ ବାସଭବନ ଠାରେ ରେଡ ଚାଲିଛି । ୬ ଜଣିଆ ଟିମ୍ ଦ୍ୱାରା ଚାଲିଛି ଚଢ଼ାଉ ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023