ଆଳୁ ଖୋଳୁ ଖୋଳୁ ମହାଦେବ ! ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍, ସୁନା ଗହଣାଠୁ ନେଇ ପ୍ଲଟ-ଫ୍ଲାଟ୍ ଠାବ

ରାୟଗଡ଼ା: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ରାୟଗଡ଼ା ଡିଏଫଓଙ୍କ ଅମାପ ସମ୍ପତ୍ତି ଠାବ  ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ଵତନ୍ତ୍ର ଭିଜିଲାନ୍ସ ଟିମ୍ ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନ ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି। ଏହି ଚଢାଉ ଆଜି ସକାଳୁ … Continue reading ଆଳୁ ଖୋଳୁ ଖୋଳୁ ମହାଦେବ ! ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍, ସୁନା ଗହଣାଠୁ ନେଇ ପ୍ଲଟ-ଫ୍ଲାଟ୍ ଠାବ