ଭିଜିଲାନ୍ସ ପଞ୍ଝାରେ ବେଗୁନିଆ ତହସିଲଦାର, ୪୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ବିଭାଗ
14/12/2022 at 9:15 PM

ଖୋର୍ଦ୍ଧା, ୧୪/୧୨: ଭିଜିଲାନ୍ସ ପଞ୍ଝାରେ ବେଗୁନିଆ ତହସିଲଦାର । ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତହସିଲ୍ଦାରଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ବେଗୁନିଆ ତହସିଲଦାର ଭାବେ ପୃଥିବୀ ରାଜ ମଣ୍ଡଳ ଏବେ ଅବସ୍ଥାପିିତ । ମିଳିଥିବା ସୂଚନା ଅନୁସାରେ ଜମିବାଡି କାଗଜପତ୍ର କରାଇ ଦେବାକୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023