ଜମିପଟ୍ଟା କରିଦେବା ପାଇଁ ଲାଞ୍ଚ ନେଉଥିଲେ ଆର୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

Published By : Prameya-News7 Bureau | March 17, 2022 IST

ଅନଗୁଳ, ୧୭/୦୩: ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନଗୁଳ ଭିଜିଲାନ୍ସ ହାତରେ ଧରା ପଡିଲେ ବନ୍ତଳା ଆର.ଆଇ । ଜମିପଟ୍ଟା କରିଦେବା ନାଁରେ ଶରଧାପୁରର ସୁବାଷ ସାହୁଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବନ୍ତଳା ଆର.ଆଇ ଜଗବନ୍ଧୁ ନାୟକ। ଜଗବନ୍ଧୁଙ୍କୁ ଅନଗୁଳ ଭିଜିଲାନ୍ସ ଅଫିସ ଅଣାଯାଇ ପଚରାଉଚରା କରାଯାଉଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.