Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଭିଜିଲାନ୍ସ ଜାଲରେ ପ୍ରୋଜେକ୍ଟ ଆସୋସିଏଟ୍‌, ୫୦ ହଜାର ଲାଞ୍ଚ ନେଲା ବେଳେ ଧରିଲା ଟିମ୍‌

25/05/2022 at 1:44 PM

ଫୁଲବାଣୀ ୨୫।୦୫ : ଭିଜିଲାନ୍ସ ଜାଲରେ ପ୍ରୋଜେକ୍ଟ ଆସୋସିଏଟ୍‌ । ବିଲ୍‌ ପାସ୍‌ କରିବାକୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ପ୍ରୋଜେକ୍ଟ ଆସୋସିଏଟ୍‌ ନଗେନ୍ଦ୍ର ସ୍ୱାଇଁ  । ଏହାସହିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ସୂଚନା ମିଳିଛି । କିନ୍ତୁ ଏବେ ଯାଏଁ ଚଢାଉ ନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଦୁପି ଓ ଏଡିପଡ଼ର ଗାଁରେ ୨ ଜଣ ହିତାଧିକାରୀଙ୍କ ବିଲ୍‌ପାସ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ତୁମୁଡିବନ୍ଧ ପ୍ରୋଜେକ୍ଟ ଆସୋସିଏଟ୍‌ । ଠିକ୍‌ ଏହି ସମୟରେ ପ୍ରୋଜେକ୍ଟ ଆସୋସିଏଟ୍‌ ନଗେନ୍ଦ୍ର ସ୍ୱାଇଁଙ୍କ କାବୁ କରିଥିଲା ଭିଜିଲାନ୍ସ । ଘଟଣାସ୍ଥଳରୁ ନଗଦ ଟଙ୍କାକୁ ଜବତ ସହ ପ୍ରୋଜେକ୍ଟ ଆସୋସିଏଟ୍‌ଙ୍କୁ ଗିରଫ କରିଛି ଭିଜିଲାନ୍ସ ।

   Related Posts