ଭିଜିଲାନ୍ସ ପଞ୍ଝାରେ କରଞ୍ଜିଆ ତହସିଲଦାର, ଏକାସାଙ୍ଗେ ତିନୋଟି ସ୍ଥାନରେ ଚାଲିଛି ଚଢାଉ

କରଞ୍ଜିଆ ୨୯।୦୫: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର । ଏକାସାଙ୍ଗେ ତହସିଲଦାର ଚାର୍ଲ୍ସ ନାୟକଙ୍କ ବାସଭବନ ସମେତ ୩ଟି ସ୍ଥାନରେ ରେଡ୍‌ ଚାଲିଛି । ଏହି ଚଢାଉରେ ଏକାଧିକ ଟିମ୍‌ ସାମିଲ ଅଛନ୍ତି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକାସାଙ୍ଗେ ତିନୋଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ … Continue reading ଭିଜିଲାନ୍ସ ପଞ୍ଝାରେ କରଞ୍ଜିଆ ତହସିଲଦାର, ଏକାସାଙ୍ଗେ ତିନୋଟି ସ୍ଥାନରେ ଚାଲିଛି ଚଢାଉ