ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ତିହିଡ଼ି ତହସିଲରେ ଭିଜିଲାନ୍ସ ଟିମ୍‌, ତହସିଲଦାରଙ୍କ ବାସଭବନ ସମେତ ଅଫିସ୍‌ରେ ରେଡ୍ !

23/08/2021 at 2:41 PM

ଭଦ୍ରକ ୨୩।୦୮: ତିହିଡ଼ି ତହସିଲରେ ଭିଜିଲାନ୍ସ ଟିମ୍‌ । କଟକ ଭିଜିଲାନ୍ସ ପକ୍ଷରୁ ଟିମ୍‌ ଚଢାଉ କରିଥିବା ସୂଚନା । ତହସିଲଦାର ରମେଶ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ହୋଇଥିବା ସୂଚନା । ବସୁନ୍ଧରା ଯୋଜନାରେ ଅନିୟମିତତାକୁ ନେଇ ଚଢାଉ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ବସୁନ୍ଧରା ସ୍କିମରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ମାମଲା ଆଜି ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ଆଦି ଜିଲ୍ଲାର ଚଢାଉ ଜାରି ରହିଛି। ଏହିକ୍ରମରେ ଆଜି ଭଦ୍ରକ ତିହିଡ଼ି ତହସିଲରେ ଚଢାଉ କରିଛି ଭିଜିଲାନ୍ସର ଏକ ଟିମ୍‌ । ତହସିଲଦାର ରମେଶ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ହୋଇଥିବା ସୂଚନା ।

   Related Posts