ତିହିଡ଼ି ତହସିଲରେ ଭିଜିଲାନ୍ସ ଟିମ୍‌, ତହସିଲଦାରଙ୍କ ବାସଭବନ ସମେତ ଅଫିସ୍‌ରେ ରେଡ୍ !

Published By : Prameya-News7 Bureau | August 23, 2021 IST

ଭଦ୍ରକ ୨୩।୦୮: ତିହିଡ଼ି ତହସିଲରେ ଭିଜିଲାନ୍ସ ଟିମ୍‌ । କଟକ ଭିଜିଲାନ୍ସ ପକ୍ଷରୁ ଟିମ୍‌ ଚଢାଉ କରିଥିବା ସୂଚନା । ତହସିଲଦାର ରମେଶ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ହୋଇଥିବା ସୂଚନା । ବସୁନ୍ଧରା ଯୋଜନାରେ ଅନିୟମିତତାକୁ ନେଇ ଚଢାଉ ହୋଇଥିବା ସୂଚନା ।

{"id":500043,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବସୁନ୍ଧରା ସ୍କିମରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ମାମଲା ଆଜି ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ଆଦି ଜିଲ୍ଲାର ଚଢାଉ ଜାରି ରହିଛି। ଏହିକ୍ରମରେ ଆଜି ଭଦ୍ରକ ତିହିଡ଼ି ତହସିଲରେ ଚଢାଉ କରିଛି ଭିଜିଲାନ୍ସର ଏକ ଟିମ୍‌ । ତହସିଲଦାର ରମେଶ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ହୋଇଥିବା ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.