ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ , ଏକାସାଙ୍ଗେ ୫ଟି ସ୍ଥାନରେ ରେଡ୍

24/12/2020 at 1:16 PM

ବ୍ରହ୍ମପୁର ୨୪।୧୨: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ  । ଗୁଣୁପୁର ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ  ଉଦ୍ଧବ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ନପୁର ଭିଜିଲାନ୍ସ ପକ୍ଷରୁ ଗୁଣୁପୁର ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ  ଉଦ୍ଧବ ପାଢୀଙ୍କ ଘରେ ଚଢାଉ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ୫ଟି ଗଠନ କରାଯାଇ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । lେବେ ଚଢାଉ ହୋଇଥିବା ସ୍ଥାନ ଗୁଡିକ ହେଉଛି- ଗୁଣୁପୁରସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ,  ବ୍ରହ୍ମପୁରରେ ଥିବା ଘର,  ଧରାକୋଟ୍ ବ୍ଳକ୍ ମାଣିକପୁର କ୍ରସର୍ ୟୁନିଟ୍,  ପୁରୀରେ ଥିବା  ଘର ସହିତ ୫ଟି ସ୍ଥାନରେ ଏକାସାଙ୍ଗେ ଖୋଲତାଡ଼ କରୁଛି ଭିଜିଲାନ୍ସ ।

   Related Posts