ଭିଜିଲାନ୍ସ ଜାଲରେ ଅତିରିକ୍ତ ନିର୍ବାହୀଯନ୍ତ୍ରୀ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

Published By : Prameya-News7 Bureau | June 06, 2023 IST

ସୁନ୍ଦରଗଡ ୦୬/୦୬: ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ଼ । ସୁନ୍ଦରଗଡ଼ ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୟ ବେହେରା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ । ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ ।

wp:gallery {"linkTo":"none"} /wp:gallery

ସୁନ୍ଦରଗଡ ଜିଲ୍ଲା ଆର୍ଡି ଅଫିସ, ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ ଭଡ଼ା ଘର, ଭଦ୍ରକ ବନ୍ତ୍ ରେ ଥିବା ପୈତୃକ ଘର , ଭଦ୍ରକ ସିନ୍ଦୋଲ ରେ ଥିବା ଶ୍ବଶୁର ଘର ଓ ବନ୍ତ ଛକରେ ଥିବା ତାଙ୍କ ଘରେ ଏକ କାଳୀନ ଚଢାଉ କରୁଛି ଭିଜିଲାନ୍ସ । ତେବେ ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।

ଅଧିକ ପଢନ୍ତୁ...

wp:embed {"url":"https://www.prameyanews7.com/unauthorized-entry-into-nilgiri-jagannath-temple-premises/","type":"wp-embed","providerNameSlug":"prameya-news-7"}
https://www.prameyanews7.com/unauthorized-entry-into-nilgiri-jagannath-temple-premises/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.