ଦ୍ୱିତୀୟ ଦିନରେ ଭିଜିଲାନ୍ସ ଜାଲରେ ବୈଧମାପ ବିଭାଗ ସହକାରୀ ନିୟନ୍ତ୍ରକ
1/05/2018 at 6:39 AM

ଦ୍ୱିତୀୟ ଦିନରେ ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ବୈଧମାପ ବିଭାଗ ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ….ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାଁରେ ମାମଲା ମଧ୍ୟ ହେବ …. ଗତକାଲି ଚଢୁଅ ବେଳେ ଏକ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ …. ୨୦୧୭ ରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା ….
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023