oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଆରଏସ

29/03/2022 at 10:41 PM

ଉଦଳା ୨୯/୦୩ : ଜବକାର୍ଡ କରିବା ପାଇଁ ଟଙ୍କା ନେଇ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଜିଆରଏସ୍ । କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଞ୍ଚାୟତର ଜିଆରଏସ୍ ନିକୁଞ୍ଜ ବିହାରୀ ବିଶ୍ୱାଳ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ।

ଲାବଣ୍ୟଦେଇପୁର ଗ୍ରାମର ବାବୁ ପାତ୍ରଙ୍କୁ ୧୮ ଜଣଙ୍କର ଜବ କାର୍ଡ କରାଇ ଦେବା ପାଇଁ ଜିଆରଏସ୍ ନିକୁଞ୍ଜ ମୁଣ୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ଲାଞ୍ଚ ମାଗିଥିଲେ।। ପୂର୍ବରୁ ପାଞ୍ଚଶହ ଟଙ୍କା ଜିଆରଏସ୍ ନେଇଥିବା ବେଳେ ଆଜି ବାକି ଟଙ୍କା ଦେବା ପାଇଁ ବାବୁ ପାତ୍ର ଜିଆରଏସ୍‌ଙ୍କ ରପାଖରେ ପହଞ୍ଚିଥିଲେ । ଜିଆରଏସ୍ ତାଙ୍କ ଆରଟିଗା କାର ଭିତରେ ପଶି ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକିଥିବା ଭିଜିଲାନ୍ସ ତାଙ୍କୁ ଟଙ୍କା ସହିତ ମାଡ଼ି ବସିଥିଲେ। ତାଙ୍କ ନିକଟରୁ ନଗଦ ୪, ୫୦୦ ଟଙ୍କା ଜବତ କରିବା ସହିତ ଆରଟିଗା କାରକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି ।

   Related Posts