ଲାଞ୍ଚ ଭିଡିଓ ଭାଇରାଲ ; ଭିଡିଓ ଦେଖିଲେ ରାଜସ୍ବ ମନ୍ତ୍ରୀ
16/04/2018 at 9:54 AM

ବାଲି ଚାଲାଣ ପାଇଁ ଲାଞ୍ଚ ନେଉଛନ୍ତି ପାଇକମାଳ ତହସିଲଦାର
ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଛି
ରାଜସ୍ବ ମନ୍ତ୍ରୀଙ୍କ ପାଖରେ ପହଁଚିଲା ଭିଡିଓ , ମନ୍ତ୍ରୀ ଦେଖିଛନ୍ତି ଲାଞ୍ଚ ଭିଡିଓ
ଗୃହରେ ଏହି ପ୍ରସଙ୍ଗ ଉଠାଇଲେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ
କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିବେ ରାଜସ୍ବ ମନ୍ତ୍ରୀ
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023