ବିଶିଷ୍ଟ ଅଭିନେତା ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ପରଲୋକ, ଦୀର୍ଘଦିନରୁ ହୃଦଜନିତ ରୋଗରେ ପୀଡ଼ିତ ଥିଲେ

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ସିନେମା ଜଗତର ବିଶିଷ୍ଟ ଅଭିନେତା ଏବଂ କମେଡିଆନ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ପରଲୋକ। ୮୨ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଶନିବାର ସକାଳ ପ୍ରାୟ ୯ଟା ୪୫ ସମୟରେ ତାଙ୍କର ପରଲୋକ ହୋଇଛି। ହାଇଦ୍ରାବାଦ ଜୁବଲୀ ହିଲ୍ସରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ନଭେମ୍ବର ୧୩ରେ ଚନ୍ଦ୍ର ମୋହନଙ୍କ ଅନ୍ତିମ ସଂସ୍କାର କରାଯିବ। ଚନ୍ଦ୍ର ମୋହନଙ୍କ ମୃତ୍ୟୁରେ ସମଗ୍ର ଦକ୍ଷିଣ ଭାରତ ସିନେମା ଜଗତରେ … Continue reading ବିଶିଷ୍ଟ ଅଭିନେତା ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ପରଲୋକ, ଦୀର୍ଘଦିନରୁ ହୃଦଜନିତ ରୋଗରେ ପୀଡ଼ିତ ଥିଲେ