ଅଜଣା ଗାଡ଼ି ଧକ୍କାରେ ୫ ମଇଁଷି ମୃତ, ବେପରୁଆ ଗାଡି ଚାଳନାକୁ ଦାୟୀ କଲେ ଲୋକେ

ବାଲିଗୁଡା ୨୧/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଅଭାବନୀୟ ଘଟଣା । ଅଜଣା ଗାଡ଼ି ଧକ୍କାରେ ପାଞ୍ଚ ମଇଁଷି ମୃତ । ବିଳମ୍ବିତ ରାତିରେ ଘଟିଛି ଘଟଣା । ଜାତୀୟ ରାଜପଥ ଏନ୍ ଏଚ ୫୯ରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ବାଲିଗୁଡା ପୋଲିସ ପହଞ୍ଚି ଏନ୍ଏସି ସହାୟତାରେ ମଇଁଷି ମାନଙ୍କ ମୃତଦେହକୁ ରାସ୍ତାରେ ହଟାଇ ଅନ୍ୟତ୍ର ପୋତିବା ବ୍ୟବସ୍ଥା କରାଯାଇଛି । ବାଲିଗୁଡା ଏନଏସିରେ କାଞ୍ଜିଆ ହୁଦା କିମ୍ବା ଗୋଶାଳା ନଥିବାରୁ ଏବଂ ବେପରୁଆ … Continue reading ଅଜଣା ଗାଡ଼ି ଧକ୍କାରେ ୫ ମଇଁଷି ମୃତ, ବେପରୁଆ ଗାଡି ଚାଳନାକୁ ଦାୟୀ କଲେ ଲୋକେ