oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ସମୁଦ୍ର ଭିତରରେ ପଶିଲା ପୋଲିସ ବାବୁଙ୍କ ଗାଡି, ନୋ-ଏଣ୍ଟ୍ରି ଜୋନ୍‌କୁ କେମିତି ଗଲା ଗାଡ଼ି ?

23/09/2021 at 7:49 AM

ବାଲେଶ୍ୱର ୨୩।୦୯:   ସମୁଦ୍ର ଭିତରକୁ କେମିତି ଗଲା ପୋଲିସ ଗାଡି । ଏହି ଗାଡିର ନମ୍ବର OD 05BA 4616  । ନୂଆକରି ଏହି ଗାଡିଟି ବାଲେଶ୍ବରକୁ ଆସିଛି । ତେବେ ଏପରି କେମିତି ଏମିତି ହେଲା । ଜୁଆରରେ ଭାସିଯାଇ କାଦୁଅରେ ପୋତିଯାଇଛି । ଆଉ ଓଡ୍ରାଫ ଟିମର ସଦସ୍ୟ ସେହି ଗାଡିକୁ ସମୁଦ୍ର ଭିତରୁ ବାହାର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।  

ତେବେ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଏସପି ଏହି ଗାଡିକୁ ବୁଧବାର ସଂଧ୍ୟା ସମୟରେ ବେଳେ ଚାନ୍ଦିପୁର ବେଳାଭୂମିରେ ଡ୍ରାଇଭିଂ କରୁଥିଲେ । ଆଉ ଜୁଆର ଆସି ଯିବାରୁ ଗାଡିଟି ସମୁଦ୍ର ଭିତରେ ରହିଗଲା । ସେହି ସମୟରେ ଏସପି ବାହାରକୁ ବାହାରି ଆସିଥିଲେ । ତେବେ ଏକଥାକୁ ବାଲେଶ୍ବର ଏସପି ଅସ୍ବୀକାର କରୁଛନ୍ତି । ଯଦି ଏସ୍ପି ଏହି ଗାଡି ଚଳାଉ ନଥିଲେ । ତେବେ କିଏ ଏହି ନୂଆ ଗାଡିଟିକୁ ନେଇ ପ୍ରତିରକ୍ଷା ବିଭାଗର ନୋ ଏଣ୍ଟ୍ରି ଜୋନ୍‌ରେ ଡ୍ରାଇଭିଂ କରୁଥିଲେ ।

   Related Posts