oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଓଲଟି ପଡିଲା ମଦ ବୋଝେଇ ଗାଡି, ବୋତଲ ବୋହି ନେଲେ ଲୋକେ

11/05/2022 at 5:14 PM

ମଦୁରାଇ: ଅନିୟନ୍ତ୍ରିତ ହୋଇ ରାସ୍ତାରେ ଓଲଟି ପଡିଲା ମଦ ବୋଝେଇ ଗାଡି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମଦ ବୋତଲ ବୋହିବାରେ କୌଣସି ହେଳା କରି ନାହାନ୍ତି। ଏହି ଘଟଣା ତାମିଲନାଡୁର ମଦୁରାଇ ଅନ୍ତର୍ଗତ ଭିରାଗାନୁର ଅଞ୍ଚଳରେ ଘଟିଛି। ଚାଳକ ନିୟନ୍ତ୍ରଣ ହରାଇବାକୁ ଜାତୀୟ ରାଜପଥ ଉପରେ ଗାଡିଟି ଓଲଟି ପଡିଛି। ମଦର ମୂଲ୍ୟ ୧୦ ଲକ୍ଷ ହୋଇଥିବା କୁହାଯାଉଛି।

କେରଳର ମାନାଲୁରରେ ସ୍ଥିତ ଏକ ଗୋଦାମରୁ ଏହି ମଦ ଅଣାଯାଉଥିଲା। ଦୁର୍ଘଟଣା ପରେ ରାସ୍ତା ଉପରେ ମଦ ବୋତଲ ଏବଂ ପେଟି ଏତେ ତେଣେ ପଡି ରହିଥିଲା। ଏହାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଛୁଟି ଆସିଥିଲେ ଏବଂ ମଦ ବୋତଲ ବୋହିବାରେ ଲାଗିଥିଲେ। ଏହି ସମୟରେ ପୋଲିସ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ଓଲଟି ପଡିଥିବା ଗାଡିରୁ ଲୋକେ ବୋହି ନେଉଥିବା ମଦ ବୋତଲର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏହି ପରି ଏପ୍ରିଲ ୨୦ରେ ମଧ୍ୟ ପ୍ରଦେଶର ବରଓ୍ଵାନି ପୋଲ ଉପରେ ବିୟର ବୋତଲ ନେଇ ଯାଉଥିବା ଗାଡି ଏକ କାର ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଲୋକେ ତୁରନ୍ତ ବିୟର ବୋଟଲ ବୋହି ନେଇଥିଲେ।

   Related Posts