ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଗାଡି ପୋଡିଲେ ମାଓବାଦୀ , ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

9/01/2020 at 7:42 PM

ମାଲକାନଗିରି ୦୯।୦୧: ସୀମାନ୍ତରେ ପୁଣି ମାଓ ତାଣ୍ଡବ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ  ନକ୍ସଲ ଆତଙ୍କ ଦେଖାଦେଇଛି ।  ୧୪ଟି ଗାଡ଼ିକୁ ପୋଡ଼ି ଦେଲେ ସଶସ୍ତ୍ର ମାଓବାଦୀ।  ସ୍ଥାନୀୟ ଚେରପାଲ ନଦୀଘାଟକୁ ବାଲି ଆଣିବାକୁ ଏହି ଗାଡ଼ି ଗୁଡ଼ିକ ଯାଇଥିଲେ । 

ଏହି ଗାଡି ଗୁଡିକରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ ।  ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ ଯବାନଙ୍କ  ଦ୍ବାରା ଚାଲିଛି ମିଳିତ କମ୍ବିଂ  ଅପରେସନ୍  । ତେବେ ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇଥିବାର ଖବର ଆସିନାହିଁ ।

   Related Posts