ରଣଦୀପ ହୁଡ୍ଡାଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ୍‌, ୪ ମାସରେ କମାଇଲେ ୨୬ କିଲୋ ଓଜନ

ମୁମ୍ଵାଇ ୨୯।୦୫: ବଲିଉଡ ଅଭିନେତା ରଣଦୀପ ହୁଡା। ଖୁବ୍ ଶୀଘ୍ର ଫିଲ୍ମ ‘ସ୍ଵତନ୍ତ୍ର ବୀର ସାବରକର’ର ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ପାଇଁ ରଣଦୀପ ହୁଡା ବହୁତ ପରିଶ୍ରମ କରିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟିଜରକୁ ଦେଖିଥିବେ। ବୀର ସାବରକର ବାୟୋପିକରେ ରଣଦୀପ ହୁଡାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। ଏହି ଚଳଚ୍ଚିତ୍ର ପାଇଁ ସେ ମାତ୍ର ୪ ମାସ ମଧ୍ୟରେ ୨୬ କିଲୋଗ୍ରାମର ଓଜନ ହ୍ରାସ କରିଛନ୍ତି। View this post on Instagram … Continue reading ରଣଦୀପ ହୁଡ୍ଡାଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ୍‌, ୪ ମାସରେ କମାଇଲେ ୨୬ କିଲୋ ଓଜନ