ନୂଆ ସଂସଦ ଭବନ ଉଦଘାଟନ; ଚର୍ଚ୍ଚାରେ ମାଆ ମେନକା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ସେଲ୍ଫି, ଟ୍ବିଟ୍‌ କରି ଲେଖିଲେ…

ନୂଆଦିଲ୍ଲୀ, ୨୮/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବିଜେପି ସାଂସଦ ବରୁଣ ଗାନ୍ଧୀ ନୂଆ ସଂସଦ ଭବନରୁ ନିଜ ମାଆ ମେନକା ଗାନ୍ଧୀଙ୍କ ସହ ଦୁଇଟି ସେଲ୍‌ଫି ଶେୟାର କରିଛନ୍ତି। ବରୁଣ ଟ୍ବିଟ୍‌ କରିଛନ୍ତି ଯେ, ‘‘ନୂଆ ସଂସଦ ପରିସରର ଉଦଘାଟନର ଏହି ଐତିହାସିକ ଅବସରରେ ମୁଁ ବର୍ତ୍ତମାନ ଲୋକସଭାର ସବୁଠୁ ବରିଷ୍ଠ ସଦସ୍ୟଙ୍କ ସହ କିଛି ସେଲ୍ଫି।’’ ସୂଚନାଥାଉ ବରୁଣ ଗାନ୍ଧୀ ଉତ୍ତର ପ୍ରଦେଶର ପୀଲୀଭୀତରୁ … Continue reading ନୂଆ ସଂସଦ ଭବନ ଉଦଘାଟନ; ଚର୍ଚ୍ଚାରେ ମାଆ ମେନକା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ସେଲ୍ଫି, ଟ୍ବିଟ୍‌ କରି ଲେଖିଲେ…