oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଲଗାଣ ବର୍ଷାରେ ରାଉରକେଲାର ବିଭିନ୍ନ ଜାଗାରେ ଜମି ରହିଛି ପାଣି

20/08/2018 at 7:10 AM

ରାଉରକେଲା ୨୦/୮ : ଗତ କାଲିଠାରୁ ଲାଗିରହିଥିବା ଲଘୁଚାପ ବର୍ଷାରେ ରାଉରକେଲା ସହରର ଛେଣ୍ଡ କଳିଂଗବିହାର କୋପରଟିଭି କଲୋନୀ ସହ କଲୋନୀକୁ ଲାଗିରହିଥିବା ବସ୍ତିରେ ମଧ୍ୟ ପାଣି ପଶି ଜମିରହିଛି , ଯାହାଫଳରେ ଲୋକେ ହଇରାଣ ହରକତ ହେଉଛନ୍ତି , ଡ୍ରେନରେ ଅବେଵସ୍ଥା ଯୋଗୁଁ ପ୍ରତେକ ବର୍ଷ ପାଣି ପଶୁଛି, ସବୁ ଥର ପ୍ରଶାସନ ପତିଶ୍ରୁତି ଦିଏ ହେଲେ କିଛି କରେନାହିଁ , ବସ୍ତିରେ ଏ ପଯ୍ୟନ୍ତ ପାଣି ଅଛି ହେଲେ ପହଛିନାହିଁ ପ୍ରଶାସନ କି ଜନ ପ୍ରତିନିଧି , ସେହିପରି ବାଲୁଘାଟ ଓ ଦାଣ୍ଡିଆପାଲି ବସ୍ତିରେ ବର୍ଷାପାଣି ପଶିଛି ।

   Related Posts