ମାଣିଆବନ୍ଧ IICଙ୍କ ବାସଭବନରେ ଭଙ୍ଗାରୁଜା, ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | June 05, 2024 IST

ଆଠଗଡ଼ ୫।୬: ଆଠଗଡ ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନରେ ଭଙ୍ଗାରୁଜା ।  ଆଇଆଇସିଙ୍କ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ । ଅଧିକ ତଦନ୍ତ ଜାରି ରଖିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଆଠଗଡ ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନ ଭଙ୍ଗାରୁଜା କରିବା ସହ ଥାନା ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ । ଏହି ଘଟଣାରେ ବଡ଼ମ୍ବା ଥାନାରେ ୬ ଜଣକୁ ଅଟକ ରଖି ପଚରାଉଚରା କରିବା ଅଧିକ ତଦନ୍ତ କରୁଛନ୍ତି ଆଠଗଡ଼ ଏସଡିପି ଓ ରବୀନ୍ଦ୍ର କୁମାର ମଲ୍ଲିକ ।

You Can Read :

ଲମତାପୁଟ ଅଞ୍ଚଳରୁ ଆଇଇଡି ଜବତ, ପାଟ୍ରୋଲିଂ କଡାକଡି କଲା ବିଏସ୍‌ଏଫ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.