ବୈଭବୀଙ୍କୁ ମନେ ପକାଇ ସେୟାର କଲେ ଇମୋସନାଲ ପୋଷ୍ଟ, ଲେଖିଲେ-ମୋ ହୃଦୟରେ ସବୁଦିନ ପାଇଁ ରହିବ…

ମୁମ୍ଵାଇ ୨୮।୦୫: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ। ସୋମବାର, ଅର୍ଥାତ୍‌ ୨୨ ମେ’ରେ ଏକ କାର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ଦୁଇ ଦିନ ପରେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଇଣ୍ଡଷ୍ଟ୍ରି ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବୁଧବାର ସକାଳେ ଅଭିନେତା ତଥା ନିର୍ମାତା ଜେଡି ମାଜେଠିଆ ସୋସିଆଲ ମିଡିଆରେ ଏହି ଖବର ସେୟାର କରିଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ ଭାବୀ ସ୍ଵାମୀ ଜୟ ସୁରେଶ ସୋସିଆଲ ମିଡିଆରେ ଏହି ପୋଷ୍ଟ … Continue reading ବୈଭବୀଙ୍କୁ ମନେ ପକାଇ ସେୟାର କଲେ ଇମୋସନାଲ ପୋଷ୍ଟ, ଲେଖିଲେ-ମୋ ହୃଦୟରେ ସବୁଦିନ ପାଇଁ ରହିବ…