ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ରେଡ ମୋନାକନିରେ ଏହି ଅଭିନେତ୍ରୀଙ୍କ ବୋଲ୍ଡ ଅନ୍ଦାଜର ଫଟୋ ଭାଇରାଲ : ଦେଖିଲେ ଉଡ଼ିଯିବ ହୋସ୍

22/12/2019 at 12:40 PM

ମୁମ୍ବାଇ ୨୨/୧୨ : ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଇନଷ୍ଟାଗ୍ରାମରେ ୨.୬ମିଲିୟନ୍ ଫଲୋଅର୍ସ ହୋଇଯାଇଛନ୍ତି। ମୋନାଲିସା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଫ୍ୟାନଙ୍କୁ ସେୟାର କରିଛନ୍ତି। ମୋନାଲିସା ଏହି ଭିଡିଓରେ ଖୁସି ହୋଇ ରାସ୍ତାରେ ଦୌଡ଼ୁଥିବା ନଜର ଆସିଛନ୍ତି। ମୋନାଲିସା ଓରଫ ଅନ୍ତରା ବିଶ୍ବାସ ଇନଷ୍ଟାଗ୍ରାମରେ ଅଧିକାଂଶ ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରନ୍ତି।

 ଭୋଜପୁରୀ ଫିଲ୍ମ ପରେ ଏବେ ସେ ଟିଭି ଜଗତରେ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନ କିଣି ପାରିଛନ୍ତି। ମୋନାଲିସା ନିକଟରେ ସୁଇମିଙ୍ଗ୍ ପୁଲ୍ ପାଖରେ ବସି ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ମୋନାଲିସା ନାଲି ରଙ୍ଗର ମୋନାକନି ପିନ୍ଧି ସନବାଥ ନେଉଥିବା ନଜର ଆସିଛନ୍ତି। ଏହି ଫଟୋରେ ମୋନା ଅତ୍ୟନ୍ତ ହଟ୍ ଲାଗୁଛନ୍ତି।

View this post on Instagram

Dreaming …. ?‍♀️?‍♀️

A post shared by MONALISA (@aslimonalisa) on

ଏହା ପୂର୍ବରୁ ମୋନାଲିସା ଲାଲ ରଙ୍ଗର ଶାଢ଼ୀରେ ହଟ୍ ଫଟୋ ସେୟାର କରିଥିଲେ। ମୋନାଲିସା ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

ମୋନାଲିସା ୧୯୯୭ମସିହାରେ ‘ସତ୍ୟମେବ ଜୟତେ’ ଫିଲ୍ମ ଜରିଆରେ ଭୋଜପୁରୀ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ପରେ ମୋନାଲିସା ଓରଫ ଅନ୍ତରା ବିଶ୍ବାସ ହିନ୍ଦୀ,ଭୋଜପୁରୀ ସହ ତାମିଲ,ତେଲୁଗୁ ଏବଂ କନ୍ନଡ଼ ଭାଷାରେ ଫିଲ୍ମ କରିଥିଲେ।

ମୋନାଲିସା ଏବେ ଷ୍ଟାର ପ୍ଲସର ସୁପରନ୍ୟାଚୁରାଲ ଶୋ ‘ନଜର’ରେ ଡାହାଣୀ ମୋହନା ଭୂମିକାରେ ଅଭିନୟ କରୁଛନ୍ତି।

   Related Posts