ସାମାଜିକ ଦୂରତାରେ ଛତା ଥିଓରି: ଗଞ୍ଜାମ ଜିଲ୍ଲାପାଳଙ୍କ ମେସେଜ- ମୁହଁରେ ମାସ୍କ ଓ ମୁଣ୍ଡରେ ଛତା
30/04/2020 at 10:24 PM

ବ୍ରହ୍ମପୁର୩୦/୪: ଗଞ୍ଜାମ ଜିଲ୍ଲାପାଳଙ୍କ ଆଉ ଏକ ଅଭିନବ ପଦକ୍ଷେପ। କରୋନା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଆଉ ଏକ ପରାମର୍ଶ ଦେଇଛନ୍ତି । ଏଣିକି ମାସ୍କ୍ ପରିଧାନ ସହ ଛତା ବ୍ଯବହାର କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ଛତା ବ୍ଯବହାର କରିବା ଦ୍ବାରା ସାମାଜିକ ଦୂରତ୍ବା ରକ୍ଷା କରାଯାଇପାରିବ। ଏ ନେଇ ଟୁଇଟ୍ ମାଧ୍ଯମରେ ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023