AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ହେୟାର ଡ୍ରାୟର ବ୍ୟବହାର କରୁଛନ୍ତି କି ? ସାବଧାନ୍‌ ହୋଇପାରେ ଏହି ସମସ୍ୟା

24/08/2022 at 3:13 PM

ନୂଆଦିଲ୍ଳୀ ୨୪।୦୮: ଏବେ ତ ଚାଲିଛି ବର୍ଷା ଦିନ । ଏହି ଋତୁରେ କେଶ ସଫା କରିବା ଦ୍ୱାରା ଥଣ୍ଡା ବଢିବାର ଆଶଙ୍କା ରହିଥାଏ। ତେଣୁ ପ୍ରାୟ ମହିଳା କେଶକୁ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କରିଥାନ୍ତି । ଏହା କେଶକୁ ଷ୍ଟାଇଲିସ୍ କରିବା ସହ ସାଇନ୍ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି? ହେୟାର ଡ୍ରାୟର ଆପଣଙ୍କ କେଶର ଗଠନ ଶୈଳୀ ପରିବର୍ତ୍ତନ କରି ଦେଇଥାଏ । ଏହାକୁ ନିୟମିତ ବ୍ୟବହାର ଦ୍ୱାରା କେଶ ଦୁର୍ବଳ ହେବା ସହ ରୁକ୍ଷ ଓ ଶୁଷ୍କ ହୋଇପଡେ। ହେୟାର ଡ୍ରାୟରରୁ ବାହାରୁଥିବା ଗରମ ପବନ କେଶ ମୂଳକୁ କ୍ଷତି ପହଞ୍ଚାଏ । ଯଦି ଆପଣ ନିୟମିତ ହେୟାର ଡ୍ରାୟର ବ୍ୟବହାର କରୁଛନ୍ତି। ତେବେ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ଭୁଲନ୍ତୁନାହିଁ ।

ହେୟାର ଡ୍ରାୟର ବ୍ୟବହାର ପୂର୍ବରୁ କେଶରେ ସିରମ୍ ଲଗାଇବା ଜରୁରୀ । ସିରମ୍ ପରିବର୍ତ୍ତେ ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରିପାରିବେ । ଏହା ଲଗାଇବା ଦ୍ୱାରା କେଶରେ ଡ୍ରାୟର୍ର ଗରମ ଏତେଟା କ୍ଷତି ପହଞ୍ଚାଇ ପାରେ ନାହିଁ । ଏହା ଦ୍ୱାରା କେଶ କମ୍ ରୁକ୍ଷ ହୋଇଥାଏ । ହେୟାର ଡ୍ରାୟର ବ୍ୟବହାର କରିବାର ଥିଲେ, କଣ୍ଡିସନର୍ ନିଶ୍ଚୟ ଲଗାନ୍ତୁ । ଏହା ଦ୍ୱାରା କେଶ ଗୋଚ୍ଛା ହେବା ଓ ଉପୁଡିବା କମ୍ ହୋଇଥାଏ ।

   Related Posts