oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ବିବାହର ୫ମାସ ପରେ ଗର୍ଭବତୀ ଅଛନ୍ତି କି କ୍ୟାଟ୍ରିନା ? ଭିଡିଓ ଦେଖି ଏମିତି ପ୍ରଶ୍ନ କରୁଛନ୍ତି ଫ୍ୟାନ୍ସ

12/04/2022 at 9:15 PM

ମୁମ୍ବାଇ ୧୨।୪: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଫ୍ୟାଶନ ସେନ୍ସକୁ  ଫ୍ୟାନ୍ସ ବହୁତ ପସନ୍ଦ କରିଥାନ୍ତି । ଏଇ ନିକଟରେ କ୍ୟାଟ୍ରିନାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ କ୍ୟାଟ୍ରିନା ଗୋଲାପୀ ରଙ୍ଗର ସାଲୱାର କମିଜ ପିନ୍ଧିଥିବା ନଜର ଆସିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ । ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓଟି ଭାଇରାଲ ହେବା ପରେ ଫ୍ୟାନ୍ସ କ୍ୟାଟ୍ରିନା କୈଫଙ୍କ ପ୍ରେଗନେନ୍ସି ବିଷୟରେ କଳ୍ପନା ଜଳ୍ପନା ଆରମ୍ଭ କରିସାରିଲେଣି । ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭୟାନୀ କ୍ୟାଟ୍ରିନାଙ୍କ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଫ୍ୟାନ୍ସ କମେଣ୍ଟ ଦେବା ସହ ପଚାରୁଛନ୍ତି ଯେ, ସେ ଗର୍ଭବତୀ ଅଛନ୍ତି କି ? ଜଣେ ୟୁଜର ଲେଖିଛନ୍ତି, କ୍ୟାଟ୍ରିନା ଗର୍ଭବତୀ  କି ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଗର୍ଭବତୀ ? ଏହିପରି ପ୍ୟାନ୍ସ କ୍ୟାଟ୍ରିନା କୈଫଙ୍କ ଗର୍ଭଧାରଣ ବିଷୟରେ ପ୍ରଶ୍ନ କରୁଛନ୍ତି । ସେପଟେ ଅନେକ ଫ୍ୟାନ୍ ତାଙ୍କ ପାରମ୍ପାରିକ ଲୁକକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ବିବାହ ପରେ କ୍ୟାଟ୍ରିନା କୈଫ ତାଙ୍କର ଅଧିକାଂଶ ସମୟ ସ୍ବାମୀ ବିକ୍କି କୌଶଲଙ୍କ ସହ ଅତିବାହିତ କରୁଛନ୍ତି । ଏଇ ନିକଟରେ କ୍ୟାଟ୍ରିନା ବିକ୍କିଙ୍କ ପାଇଁ ବ୍ରେକଫାଷ୍ଟ ପ୍ରସ୍ତୁତ କରିଥିଲେ । ଯାହାର ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିଲେ । କ୍ୟାଟ୍ରିନା ଖାଦ୍ୟର ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ସ୍ବାମୀଙ୍କ ପାଇଁ ମୁଁ ରବିବାର ବ୍ରେକଫାଷ୍ଟ ପ୍ରସ୍ତୁତ କରିଛି ।

   Related Posts