୪ ବର୍ଷ ପରେ ମିଳିଲା ନ୍ୟାୟ: ଛାତ୍ର ମୃତ୍ୟୁ ମାମଲାରେ ସ୍କୁଲ ଦେବ ୧୯୭ କୋଟି ଟଙ୍କା

ଛାତ୍ର ମୃତ୍ୟୁକୁ ନେଇ ସ୍କୁଲକୁ ଦେବାକୁ ପଡ଼ିବ ୧୯୭ କୋଟି। ମଧ୍ୟାହ୍ନ ଭୋଜନ ବେଳେ ଦୁଇ ସହପାଠୀଙ୍କ ଆକ୍ରମଣରେ ଛାତ୍ରର ମୃତ୍ୟୁ ହେବା ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୨୭ ମିଲିୟନ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୯୭ କୋଟିରୁ ଅଧିକ। କ୍ଷତିପୂରଣ ମାମଲାରେ ଆମେରିକାରେ ଏହା ସର୍ବାଧିକ କ୍ଷତିପୂରଣ ମୂଲ୍ୟ ସ୍କୁଲକୁ ଦେବାକୁ ପଡିବ। ସାଉଦର୍ଣ୍ଣ କାଲିଫର୍ଣ୍ଣିଆ ଜିଲ୍ଲା ସ୍କୁଲରେ ପାଠ ପଢୁଥିବା ୧୩ ବର୍ଷର ଛାତ୍ର ଡିଗୋ ଷ୍ଟୋଲଜ୍‌। ୨୦୧୯ ସେପ୍ଟେମ୍ବର ୧୬ରେ … Continue reading ୪ ବର୍ଷ ପରେ ମିଳିଲା ନ୍ୟାୟ: ଛାତ୍ର ମୃତ୍ୟୁ ମାମଲାରେ ସ୍କୁଲ ଦେବ ୧୯୭ କୋଟି ଟଙ୍କା