ୟୁଏସ୍ ଓପନ ଟାଇଟଲ୍ ଜିତିଲେ କୋକୋ ଗୈଫ; ଫାଇନାଲ୍ରେ ଆରିନା ସବାଲେଙ୍କା ପରାସ୍ତ
ନୂଆଦିଲ୍ଲୀ: ୟୁଏସ ଓପନ ଟାଇଟଲ ଜିତିଲେ ୧୯ ବର୍ଷୀୟା କୋକୋ ଗୈଫ । ଆମେରିକାର ଏହି ମହିଳା ଟେନିସ୍ ତାରକା ୟୁଏସ ଓପନ ସିଙ୍ଗଲ୍ସ ଫାଇନାଲରେ ବିଜୟୀ ହୋଇଛନ୍ତି । ଫାଇନାଲ୍ ଫାଇଟରେ ସେ ବେଲାଲୁସ୍ର ଆରିନା ସବାଲେଙ୍କାଙ୍କୁ ୨-୬, ୬-୩, ଓ ୬-୨ରେ ପରାସ୍ତ କରିଛନ୍ତି । କୋକୋ ଗୈଫ ଲଗାତାର ୧୨ଟି ମ୍ୟାଚରେ ବିଜୟୀ ହୋଇ ରେକର୍ଡ କରିଛନ୍ତି । ନ୍ୟୁୟର୍କର ଆର୍ଥର ଏସ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଉଥିଲା । ଏହି ମ୍ୟାଚରେ … Continue reading ୟୁଏସ୍ ଓପନ ଟାଇଟଲ୍ ଜିତିଲେ କୋକୋ ଗୈଫ; ଫାଇନାଲ୍ରେ ଆରିନା ସବାଲେଙ୍କା ପରାସ୍ତ
Copy and paste this URL into your WordPress site to embed
Copy and paste this code into your site to embed