ଉର୍ବଶୀ କିଣି ନାହାନ୍ତି ୧୯୦ କୋଟିର ବଙ୍ଗଳା, ଫେକ୍‌ ନ୍ୟୁଜ୍‌କୁ ନେଇ ଅଭିନେତ୍ରୀଙ୍କ ମାଆ କଲେ ଖୁଲାସା

ମୁମ୍ଵାଇ ୦୨।୦୬: ମଡେଲ୍ ତଥା ଅଭିନେତ୍ରୀ ଉର୍ବଶୀ ରୌତେଲା। ପ୍ରାୟତ ସେ ଗୋଟିଏ ଜିନିଷ ବିଷୟରେ ଆଲୋଚନାରେ ରହିଥା’ନ୍ତି । ତାଙ୍କ ସହ ଜଡିତ କିଛି ନା କିଛି ଖବର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ମିଡିଆ ଆର୍ଟିକିଲରେ ଦାବି କରିଥିଲା ଯେ ଉର୍ବଶୀ ୧୯୦ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା କିଣିଛନ୍ତି ଏବଂ ଖୁବ୍‌ ଶୀଘ୍ର ସ୍ଥାନାନ୍ତର ହେବେ। ତେବେ ଏହି ଖବର ମିଥ୍ୟା ବୋଲି ଉର୍ବଶୀଙ୍କ ମା ତାଙ୍କ ସୋସିଆଲ ମିଡିଆ … Continue reading ଉର୍ବଶୀ କିଣି ନାହାନ୍ତି ୧୯୦ କୋଟିର ବଙ୍ଗଳା, ଫେକ୍‌ ନ୍ୟୁଜ୍‌କୁ ନେଇ ଅଭିନେତ୍ରୀଙ୍କ ମାଆ କଲେ ଖୁଲାସା