ଭଦ୍ରକରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି 'ଉର୍ସ' ଉତ୍ସବ

Published By : Prameya-News7 Bureau | September 25, 2018 IST

ଭଦ୍ରକ ୨୫|୯: ଭଦ୍ରକରେ ପାଳିତ ହେଉଛି ଉର୍ସ ଉତ୍ସବ । ବାବା ସୟଦ ନସିମ ଅକତର କାଦ୍ରୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଛି । ଏହି ଉତ୍ସବରେ ଜାତି ଧର୍ମ ନିର୍ବିଶେଷରେ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଉର୍ସ ଉତ୍ସବ ପାଇଁ ପୁରୁଣା ବଜାର ଥାନାରେ ଥିବା ବାବାଙ୍କ ପୀଠରେ ଗହଳି ଲାଗିଥିଲା । ସମସ୍ତେ ବାବାଙ୍କ ଉପରେ ଚାଦର ଚଢ଼ାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.