୨୦୨୬-୨୭ ସୁଦ୍ଧା ପ୍ରତିଦିନ ହେବ ୧ ବିଲିୟନ ଟ୍ରାଞ୍ଜାକ୍ସନ: PwC India ରିପୋର୍ଟ

ନୂଆଦିଲ୍ଲୀ, ୨୮/୦୫: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆସିବା ପରଠାରୁ ନେଣଦେଣ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ହୋଇଛି। ବିଶେଷ କରି ୟୁପିଆଇ ଦ୍ବାରା ନେଣଦେଣ ଅଧିକ ଆଦୃତ ହୋଇଛି। ୟୁପିଆଇ ଟ୍ରାଞ୍ଜାକ୍ସନ, ନୂଆ ରେକର୍ଡ ମଧ୍ୟ କରିବାରେ ଲାଗିଛି। ତେବେ ନିକଟରେ ୟୁପିଆଇକୁ ନେଇ ପିଡବ୍ଲୁସି ଇଣ୍ଡିଆ (PwC India) ଏକ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟରେ ଅନୁମାନ କରାଯାଇଛି ଯେ, ୨୦୨୬-୨୭ ସୁଦ୍ଧା ପ୍ରତିଦିନ ଏକ ବିଲିୟନ ୟୁପିଆଇ ନେଣଦେଣ ହେବ। ଯାହା ସମୁଦାୟ ଡିଜିଟାଲ … Continue reading ୨୦୨୬-୨୭ ସୁଦ୍ଧା ପ୍ରତିଦିନ ହେବ ୧ ବିଲିୟନ ଟ୍ରାଞ୍ଜାକ୍ସନ: PwC India ରିପୋର୍ଟ