ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କଲେଜ ଛାତ୍ରୀ ପୋଲ ଉପରୁ ନଦୀକୁ ଡେଇଁବା ଘଟଣା- ରାତି ଯୋଗୁଁ ବନ୍ଦ ହେଲା ଉଦ୍ଧାର କାର୍ଯ୍ୟ

23/12/2019 at 9:06 PM

ନିଶ୍ଚିନ୍ତକୋଇଲି ୨୩।୧୨: ନଦୀ ପୋଲ ଉପରୁ ଲୁଣା ନଦୀ ଭିତରକୁ କଲେଜ୍‌ ଛାତ୍ରୀ ରୋଲାନି ମହାନ୍ତି ଡେଇଁବା ଘଟଣା । ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଛନ୍ତି ଅଗ୍ନିଶମ ବାହିନୀ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ବରପଡା ନଦୀ ପୋଲ ଉପରେ ସାଇକେଲ ରଖି ଛାତ୍ରୀ ଜଣଙ୍କ ଲୁଣା ନଦୀକୁ ଡେଇଁ ପଡ଼ିଛନ୍ତି । ଛାତ୍ରୀ ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବଲ୍ଲଭ ଦେବୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ରୋଲାନି ମହାନ୍ତି । ତାଙ୍କ ଘର ନେମାଳ ଥାନା ବନ୍ଦକାଟିଆ ଅଂଚଳରେ ବୋଲି ଜଣାପଡିଛି ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଥିଲେ । । ଏପର୍ଯ୍ୟନ୍ତ ନିଖୋଜ ଛାତ୍ରୀଙ୍କ ପତ୍ତା ମିଳିନାହିଁ । ତେବେ ସେ କାହିଁକି ନଦୀକୁ ଡେଇଁଛନ୍ତି ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ । ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟକୁ ଅଗ୍ନିଶମ ବାହିନୀ ପକ୍ଷରୁ ବନ୍ଦ ରଖାଯାଇଛି । ଆସନ୍ତା କାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣା ପଡିଛି ।

   Related Posts