କ୍ୟାମେରା ସାମ୍ନାରେ ନଗ୍ନତାର ସବୁ ସୀମା ପାର୍ କଲେ ଉର୍ଫି ଜାଭେଦ୍, ଟପଲେସ୍ ଫଟୋ ଦେଖି ଫ୍ୟାନ୍ସ କହିଲେ ଏମିତି କିଛି...

Published By : Prameya-News7 Bureau | August 04, 2022 IST

ମୁମ୍ୱାଇ ୦୪/୦୮: ନିଜିର ଉତପଟାଙ୍ଗ ଅନ୍ଦାଜ ପାଇଁ ସର୍ବଦ ଲାଇମ ଲାଇଟରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ । ସବୁବେଳେ ନିଜର ଡ୍ରେସ କୋର୍ଡ ନେଇ ସେ ବେଶ୍ ଫେମସ । କିନ୍ତୁ ଏବେ ଉର୍ଫି ଜାଭେଦ୍ ନିଜର ସବୁ ସୀମା ପାର କରି ସୋସିଆଲ ମିଡିଆରେ ଲଗାଇଛନ୍ତି ନିଆଁ ।

ଏବେ ସେ ଆଉ ପାଦେ ଆଗେଇ ଯାଇ ପୁରା ଟପଲେସ୍ ହୋଇଛନ୍ତି । ଯାହାକି ଏବେ ଇଣ୍ଟରନେଟର ସେନସେସନ ପାଲଟିଛି । ଉର୍ଫି ଜାଭେଦ୍ ଏଥର ନିଜର ବୋଲ୍ଡର ସବୁ ସମା ପାର୍ କରିଛନ୍ତି । ଉର୍ଫି ଜାଭେଡ୍ ଟପଲେସ୍ ଲୁକ୍ ଦେଖିବାକୁ ମିଳୁଛି । ଉର୍ଫି କେବଳ ଜିନ୍ସ ପିନ୍ଧିଛନ୍ତି । ଏହାସହ ଶରୀରକୁ ନିଜ ଲମ୍ବା କେଶରେ ଘୋଡାଇ ଦେଇଛନ୍ତି ।

wp:html
/wp:html

ଏହା ବାଦ୍ ଶରୀରରେ ଆଉ କୌଣସି କପଡା ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉର୍ଫି ଜାଭେଦ୍ ନାଥନି ପିନ୍ଧି ସେମି-ନଗ୍ନ ଲୁକ୍ ଫଟୋ ସୁଟ୍ କରିଛନ୍ତି । ଉର୍ଫି ସିଲଭର ରଙ୍ଗର ଏକ ବଡ଼ ଆକାରର ନୋଥ ପିନ୍ଧିଛନ୍ତି । ପ୍ରତ୍ୟେକ ଫଟୋରେ ଉର୍ଫିଙ୍କ ପୋଜ୍ ଘାତକ ଅଟେ । ସେ ନିଜ ଲୁକ୍‌ର ସିଜଲିଙ୍ଗ ଙଟୋ ଫଟୋ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.