oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କ୍ୟାମେରା ସାମ୍ନାରେ ନଗ୍ନତାର ସବୁ ସୀମା ପାର୍ କଲେ ଉର୍ଫି ଜାଭେଦ୍, ଟପଲେସ୍ ଫଟୋ ଦେଖି ଫ୍ୟାନ୍ସ କହିଲେ ଏମିତି କିଛି…

4/08/2022 at 12:54 PM

ମୁମ୍ୱାଇ ୦୪/୦୮: ନିଜିର ଉତପଟାଙ୍ଗ ଅନ୍ଦାଜ ପାଇଁ ସର୍ବଦ ଲାଇମ ଲାଇଟରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ । ସବୁବେଳେ ନିଜର ଡ୍ରେସ କୋର୍ଡ ନେଇ ସେ ବେଶ୍ ଫେମସ । କିନ୍ତୁ ଏବେ ଉର୍ଫି ଜାଭେଦ୍ ନିଜର ସବୁ ସୀମା ପାର କରି ସୋସିଆଲ ମିଡିଆରେ ଲଗାଇଛନ୍ତି ନିଆଁ ।

ଏବେ ସେ ଆଉ ପାଦେ ଆଗେଇ ଯାଇ ପୁରା ଟପଲେସ୍ ହୋଇଛନ୍ତି । ଯାହାକି ଏବେ ଇଣ୍ଟରନେଟର ସେନସେସନ ପାଲଟିଛି । ଉର୍ଫି ଜାଭେଦ୍ ଏଥର ନିଜର ବୋଲ୍ଡର ସବୁ ସମା ପାର୍ କରିଛନ୍ତି । ଉର୍ଫି ଜାଭେଡ୍ ଟପଲେସ୍ ଲୁକ୍ ଦେଖିବାକୁ ମିଳୁଛି । ଉର୍ଫି କେବଳ ଜିନ୍ସ ପିନ୍ଧିଛନ୍ତି । ଏହାସହ ଶରୀରକୁ ନିଜ ଲମ୍ବା କେଶରେ ଘୋଡାଇ ଦେଇଛନ୍ତି ।

ଏହା ବାଦ୍ ଶରୀରରେ ଆଉ କୌଣସି କପଡା ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉର୍ଫି ଜାଭେଦ୍ ନାଥନି ପିନ୍ଧି ସେମି-ନଗ୍ନ ଲୁକ୍ ଫଟୋ ସୁଟ୍ କରିଛନ୍ତି । ଉର୍ଫି ସିଲଭର ରଙ୍ଗର ଏକ ବଡ଼ ଆକାରର ନୋଥ ପିନ୍ଧିଛନ୍ତି । ପ୍ରତ୍ୟେକ ଫଟୋରେ ଉର୍ଫିଙ୍କ ପୋଜ୍ ଘାତକ ଅଟେ । ସେ ନିଜ ଲୁକ୍‌ର ସିଜଲିଙ୍ଗ ଙଟୋ ଫଟୋ ସେୟାର କରିଛନ୍ତି ।

   Related Posts