ସମୁଦ୍ର ଅଶାନ୍ତ ଥିବାବେଳେ ଅସୁରକ୍ଷିତ ଭାବେ ପର୍ଯ୍ୟଟକ
23/08/2018 at 5:48 PM

ଲଘୁଚାପ ଜନିତ ବର୍ଷା ତ ପୁରୀବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ସେପଟେ ଅଶାନ୍ତ ହୋଇପଡୁଛି ସମୁଦ୍ର । ସ୍ୱର୍ଗଦ୍ୱାର ସମ୍ମୁଖ ଭାଗକୁ ମାଡ଼ି ଆସୁଛି ବଡ଼ ବଡ଼ ଢ଼େଉ । ତଥାପି ଅସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କରୁଛନ୍ତି ପର୍ଯ୍ୟଟକ ।