ଅସୁରକ୍ଷିତ ଶ୍ରେଣୀଗୃହ, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ
23/08/2018 at 5:24 PM

ଅସୁରକ୍ଷିତ ଶ୍ରେଣୀଗୃହରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ । ବର୍ଷା ହେଲେ ଗଳୁଛି ପାଣି । ବଲାଙ୍ଗିର ପୁଇଁତଳା ଗାଁ ପ୍ରାଥମିକ ସ୍କୁଲର ଅବସ୍ଥା ନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି ଫଳ ଘର ଶୂନ । ତେଣୁ ଗାଁ ଲୋକେ ସ୍କୁଲରେ ତାଲା ମାରିବାକୁ ଚେତାବନୀ ଦେଲେଣି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022