oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅସୁରକ୍ଷିତ କୋଠାରେ ଚାଲିଛି ପୌରସଂସ୍ଥାର ଯୋଗାଣ ବିଭାଗ କାର୍ଯ୍ୟାଳୟ, ଆତଙ୍କିତ ଲୋକେ

15/01/2022 at 4:15 PM

ପୁରୀ ୧୫/୦୧: ଅସୁରକ୍ଷିତ କୋଠାରେ ଚାଲିଛି ପୌରସଂସ୍ଥାର ଯୋଗାଣ ବିଭାଗ କାର୍ଯ୍ୟାଳୟ । ପୁରୀ ଗୋପାଳବଲ୍ଲଭ ରୋଡରେ ଥିବା ଏହି କୋଠାକୁ ପ୍ରଶାସନ ଦଖଲରେ ନେବା ପରେ ଆଜକୁ ଦେଢବର୍ଷ ଧରି ଏହି କାର୍ଯ୍ୟାଳୟଟି ଚାଲି ଆସୁଛି । ତେବେ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସହ ଏଠାକୁ ଆସୁଥିବା ରାସନକାର୍ଡ ଧାରୀ ମାନେ ଏହି ବିପଦ ସଙ୍କୁଳ କୋଠା ଦେଖି ନିଜକୁ ଅସୁରକ୍ଷିତ ମନେ କରୁଥିବା କରୁଛନ୍ତି ।

ତେଣୁ ଏହି ଅସୁରକ୍ଷିତ କୋଠାଟିର ତୁରନ୍ତ ମରାମତି କିମ୍ବା ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ସାଧାରଣରେ ଦାବି ଉଠିଛି । କେବଳ ଜନସାଧାରଣ ନୁହେଁ ଏହି ଅସୁରକ୍ଷିତ କୋଠା ତଳେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ପ୍ରତିଦିନ ଡରି ଡରି ଏଠାରେ କାର୍ଯ୍ୟ କରୁଥିବା କହିଛନ୍ତି । ସେପଟେ ଜିଲ୍ଲାପାଳ ଓ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ଅସୁରକ୍ଷିତ କୋଠା ବିଷୟରେ ଅବଗତ ଥିଲେ ମଧ୍ୟ କେବେ ଏହାର ମରାମତି କରାଯିବ ସେନେଇ କିଛି ସ୍ପଷ୍ଟ ହୋଇନଥିବା କହିଛନ୍ତି ।

   Related Posts