ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
13/12/2022 at 7:29 PM

ତେଲକୋଇ ୧୩/୧୨: କାଞ୍ଜିପାଣି ଘାଟିରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ଅପରାହ୍ଣ ସାଢେ ୪ଟାରେ ଛେଳି ଚରାଳି ଗଳିତ ଏହି ମୃତଦେହ ଦେଖି କାଞ୍ଜିପାଣି ପୋଲିସକୁ ଜଣାଇଥିଲେ। ଏହା ଶୁଣି ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ପାରିପାର୍ଶ୍ବିକ ଅବସ୍ଥାରୁ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଛି। ଚୋରି ଉଦ୍ଦେଶ୍ୟରେ ମୃତ ବ୍ୟକ୍ତିଙ୍କୁ ଘାଟି ରାସ୍ତାରେ ହତ୍ଯା କରି ଫିଙ୍ଗା ହୋଇଥିବା ପୁଲିସ ସନ୍ଦେହ କରିଛି। ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023